ପ୍ରତିିିିଜ୍ଞାଟି ଯଦି ଫଳପ୍ରସୂ ହୁଏ ଜନ୍ମ ହେବ ମୋ ସାର୍ଥକ। ତବ ଶ୍ରୀ ଚରଣେ ସମର୍ପିିିତ ମୁୁଁ ଯେ ଦିଅ ମୋତେ ଦିିିିବ... ପ୍ରତିିିିଜ୍ଞାଟି ଯଦି ଫଳପ୍ରସୂ ହୁଏ ଜନ୍ମ ହେବ ମୋ ସାର୍ଥକ। ତବ ଶ୍ରୀ ଚରଣେ ସମର୍ପିିିତ ମୁୁଁ...
ଅଜା ବୁଢାକୁ ବା କିଏ ପଚାରେ, ବିଚରା ବୁଢ଼ାଟି ଠିଆ ବାହାରେ । ଅଜା ବୁଢାକୁ ବା କିଏ ପଚାରେ, ବିଚରା ବୁଢ଼ାଟି ଠିଆ ବାହାରେ ।
ମହୁ ଠାରୁ ମିଠା ବଚନ ତୁମର କଇଁ ଠୁ କୋମଳ ମନ । ସାଇ ପଡ଼ିଶାରେ ସାଥିଙ୍କ ମେଳରେ ବିତୁ ତୁମ ସବୁ ଦିନ... ମହୁ ଠାରୁ ମିଠା ବଚନ ତୁମର କଇଁ ଠୁ କୋମଳ ମନ । ସାଇ ପଡ଼ିଶାରେ ସାଥିଙ୍କ ମେଳରେ ...
ମାଆର କ୍ଷୀରେ ଥିଲା ଅମୃତର ଧାରା ତାକୁ ପାନ କରି ବଡ ହେଲି ପରା ॥ ମାଆ ମାଟି କଲା ଶସ୍ୟ ଫଳ ଦାନ... ମାଆର କ୍ଷୀରେ ଥିଲା ଅମୃତର ଧାରା ତାକୁ ପାନ କରି ବଡ ହେଲି ପରା ॥ ମାଆ ମାଟି କଲା ଶସ୍ୟ ...
ପ୍ରଜାପତି ହେଇ ଉଡ଼ୁଥିବି ମୁହିଁ ନାଚିବି ମୟୂର ପରି, ମନ କହେ ମୋର ଗାଉଥିବି ଗୀତ ସୁର ଲୟ ତାଳ ଧରି | ପ୍ରଜାପତି ହେଇ ଉଡ଼ୁଥିବି ମୁହିଁ ନାଚିବି ମୟୂର ପରି, ମନ କହେ ମୋର ଗାଉଥିବି ଗୀତ ସୁର ଲୟ ତାଳ...
ଛବିଟିଏ ଆଙ୍କ ହସ ଧରି ଓଠେ ଗାଅ ପଦେ ଦୁଇପଦ.... ଛବିଟିଏ ଆଙ୍କ ହସ ଧରି ଓଠେ ଗାଅ ପଦେ ଦୁଇପଦ....